Technology
20h ago
Delhi HC Issues Notice to 4 CJP Leaders Over Alleged AI Deepfake
#AI_ଡ ିପ୍_ଫେକ୍_ମାମଲା #ବଢ ଼ିଲା_CJP_ଅଡୁଆ AI ଡିପ୍ ଫେକ୍ ମାମଲାରେ ବଢିଲା CJP ଅଡ଼ୁଆ । କକ୍ରୋଚ୍ ଜନତା ପାର୍ଟିର ଚାରି ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍। ପୀଡ଼ିତାଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ମହିଳାଙ୍କ AI ଦ୍ୱାରା ପ୍ରସ୍ତୁତ ଆପତ୍ତିଜନକ ଡିପ୍ ଫେକ୍ ଭିଡିଓକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । CJP ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଏବଂ ରତ୍ନା ସିଂଙ୍କୁ ନୋଟିସ୍ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଲିଙ୍କ୍ ହଟାଇବାକୁ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହିତ ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଦୁଇ ସପ୍ତାହ ଭିତରେ ତଦନ୍ତର ଅଗ୍ରଗତି ଦାଖଲ କରିବାକୁ କୁହାଯାଇଛି। ହାଇକୋର୍ଟ ମାମଲାକୁ ଅତ୍ୟନ୍ତ ଗମ୍ଭୀର ବୋଲି ଦର୍ଶାଇଛନ୍ତି । ଯଦି ସେମାନେ ନିଜେ ସମ୍ବେଦନଶୀଳ ହେଉନାହାନ୍ତି ତେବେ କୋର୍ଟ ସେମାନଙ୍କୁ ସମ୍ବେଦନଶୀଳ କରିବା ଜାଣିଛନ୍ତି ବୋଲି କହିଛନ୍ତି ଅଦାଲତ । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଜନ୍ତରମନ୍ତରରେ ଆନ୍ଦୋଳନ ସମୟରେ CJP ତାଙ୍କର ଫଟୋକୁ AI ଦ୍ବାରା ଏଡିଟ୍ କରି ଯୋଡ଼ିଦିଆଯାଇଥିଲା । ଆସନ୍ତା ୧୪ ତାରିଖରେ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । #DelhiHighCourt #DeepfakeCase #AIDeepfake #CJP #SauravDas #AbhijitDipke #AshutoshRanka #RatnaSingh #Meta #DelhiPolice #CourtNews #IndiaNews #OdishaTV #OTV The Delhi High Court has issued notices to four Cockroach Janta Party leaders—Saurav Das, Abhijit Dipke, Ashutosh Ranka and Ratna Singh—over a woman’s plea concerning an alleged AI-generated deepfake image involving her and Prime Minister Narendra Modi. The court directed Meta to remove the objectionable content within 24 hours and ordered Delhi Police to provide protection to the woman. The court also sought a status report on the investigation, with the matter listed for further hearing on October 14. The allegations against the CJP leaders have not been established by the court. For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: https://www.facebook.com/otvkhabar OTV English Facebook : https://www.facebook.com/otvnews Telegram @otvtelegram @otvkhabar Twitter: https://twitter.com/otvnews Instagram: https://www.instagram.com/otvnews/ #OdishaTV #OTV